ପାଳନ ଓ ଅର୍ଥନୀତି

ପରାମର୍ଶଦାତା ତଥା କାର୍ଯ୍ୟକାରୀ ସଭାପତି ,

ଅଧ୍ୟକ୍ଷ

ଆୟୁକ୍ତ ତଥା ଶାସନ ସଚିବ , ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ

ଉପ ଅଧ୍ୟକ୍ଷ

ଅର୍ଥ ବିଭାଗ ଶାସନ ସଚିବଙ୍କ ପ୍ରତିନିଧି ,

ସଦସ୍ୟ

ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବଙ୍କ ପ୍ରତିନିଧି ,

ସଦସ୍ୟ

ଗ୍ରାମୀଣ ଉନ୍ନୟନ ବିଭାଗ ଶାସନ ସଚିବଙ୍କ ପ୍ରତିନିଧି ,

ସଦସ୍ୟ

ଏସ୍‍.ସି. ଏବଂ ଏସ୍‍ଟି. ଉନ୍ନୟନ ବିଭାଗ ଶାସନ ସଚିବଙ୍କ ପ୍ରତିନିଧି ,

ସଦସ୍ୟ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବଙ୍କ ପ୍ରତିନିଧି ,

ସଦସ୍ୟ

ଶକ୍ତି ବିଭାଗ ଶାସନ ସଚିବଙ୍କ ପ୍ରତିନିଧି ,

ସଦସ୍ୟ

ଇଲେକ୍ଟ୍ରୋନିକ୍ସ ଏବଂ ଆଇ.ଟି. ବିଭାଗ ଶାସନ ସଚିବଙ୍କ ପ୍ରତିନିଧି ,

ସଦସ୍ୟ

ନିର୍ଦ୍ଦେଶକ , ମାଧ୍ୟମିକ ଶିକ୍ଷା, ଓଡ଼ିଶା

ସଦସ୍ୟ

ଆର୍ଥିକ ଉପଦେଷ୍ଟା ତଥା ଅତିରିକ୍ତ ସଚିବ/ଯୁଗ୍ମ ସଚିବ , ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ

ସଦସ୍ୟ

ଅତିରିକ୍ତ ସଚିବ/ଯୁଗ୍ମ ସଚିବ (ମାଧ୍ୟମିକ ଶିକ୍ଷା) , ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ

ସଦସ୍ୟ

ନିର୍ଦ୍ଦେଶକ , ପ୍ରାଥମିକ ଶିକ୍ଷା, ଓଡ଼ିଶା

ସଦସ୍ୟ

ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ , ଓସେପା

ସଦସ୍ୟ

ସଭାପତି , ମାଧ୍ୟମିକ ଶିକ୍ଷା ବୋର୍ଡ଼

ସଦସ୍ୟ

ନିର୍ଦ୍ଦେଶକ , ଟି.ଇ. ଆଣ୍ଡ ଏସ୍‍.ସି.ଇ.ଆର୍‍.ଟି., ଓଡ଼ିଶା

ସଦସ୍ୟ

ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ , ଓ.ଏ.ଭି.ଏସ୍‍.

ସଦସ୍ୟ

ଅଧ୍ୟକ୍ଷ , ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର

ସଦସ୍ୟ

ନିର୍ଦ୍ଦେଶକ , ଉଚ୍ଚ ମାଧ୍ୟମିକ ଶିକ୍ଷା

ସଦସ୍ୟ

ପ୍ରତିବର୍ଷ ୩୦ଟି ଜିଲ୍ଲା ମଧ୍ୟରୁ ସରକାରଙ୍କ ମନୋନୀତ ଜଣେ ଡି.ଇ.ଓ. (ପର୍ଯ୍ୟାୟ କ୍ରମ ଭିତ୍ତିରେ) ,

ସଦସ୍ୟ

ଏକାଡେମିକ୍

ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଶାସନ ସଚିବ ,

ଅଧ୍ୟକ୍ଷ

ନିର୍ଦ୍ଦେଶକ , ମାଧ୍ୟମିକ ଶିକ୍ଷା, ଓଡିଶା

ଉପ ଅଧ୍ୟକ୍ଷ

ନିର୍ଦ୍ଦେଶକ , ପ୍ରାଥମିକ ଶିକ୍ଷା, ଓଡ଼ିଶା

ସଦସ୍ୟ

ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ , ଓସେପା

ସଦସ୍ୟ

ସଭାପତି , ମାଧ୍ୟମିକ ଶିକ୍ଷା ବୋର୍ଡ଼

ସଦସ୍ୟ

ନିର୍ଦ୍ଦେଶକ , ଟି.ଇ. ଆଣ୍ଡ ଏସ୍‍.ସି.ଇ.ଆର୍‍.ଟି., ଓଡ଼ିଶା

ସଦସ୍ୟ

ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ , ଓ.ଏ.ଭି.ଏସ୍‍.

ସଦସ୍ୟ

ନିର୍ଦ୍ଦେଶକ , ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା

ସଦସ୍ୟ

ଅଧ୍ୟକ୍ଷ , ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର

ସଦସ୍ୟ

ଉପସଚିବ , ସି.ବି.ଏସ୍‍.ଇ. ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର

ସଦସ୍ୟ

ଉପାୟୁକ୍ତ , କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ଭୁବନେଶ୍ୱର

ସଦସ୍ୟ

ଅଧ୍ୟକ୍ଷ , ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର

ସଦସ୍ୟ

ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅଭିଜ୍ଞତା ଓ ପ୍ରତିବଦ୍ଧତା ପାଇଁ ଜଣାଶୁଣା ଦୁଇଜଣ ବିଶିଷ୍ଟ ଶିକ୍ଷାବିତ୍‍ (ସରକାରଙ୍କଦ୍ୱାରା ମନୋନୀତ ହେବେ) ,

ସଦସ୍ୟ

ପ୍ରତିବର୍ଷ ୩୦ଟି ଜିଲ୍ଲା ମଧ୍ୟରୁ ସରକାରଙ୍କ ମନୋନୀତ ଜଣେ ଡି.ଇ.ଓ. (ପର୍ଯ୍ୟାୟ କ୍ରମ ଭିତ୍ତିରେ) ,

ସଦସ୍ୟ

ଜଣେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ,

ସଦସ୍ୟ