ମାନ୍ୟବର ମନ୍ତ୍ରୀ , ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ
ସଭାପତି
ଉପଦେଷ୍ଟା ତଥା କାର୍ଯ୍ୟକାରୀ ଅଧ୍ୟକ୍ଷ ,
ଉପସଭାପତି
ଉନ୍ନୟନ ଆୟୁକ୍ତ ତଥା ଏ.ସି.ଏସ୍. ,
ସଦସ୍ୟ
ଶାସନ ସଚିବ , ଶିକ୍ଷା ଏବଂ ଗଣଶିକ୍ଷା ବିଭାଗ
ସଦସ୍ୟ
ଶାସନ ସଚିବ , ଅର୍ଥ ବିଭାଗ
ସଦସ୍ୟ
ପ୍ରମୁଖ ଶାସନ ସଚିବ , ଆଇନ ବିଭାଗ
ସଦସ୍ୟ
ଶାସନ ସଚିବ , ଉଚ୍ଚ ଶିକ୍ଷା ବିଭାଗ
ସଦସ୍ୟ
ଶାସନ ସଚିବ , ଗ୍ରାମୀଣ ବିକାଶ ବିଭାଗ
ସଦସ୍ୟ
ଶାସନ ସଚିବ , ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ
ସଦସ୍ୟ
ଶାସନ ସଚିବ , ଏସ୍.ଟି. ଓ ଏସ୍.ସି. ବିକାଶ ବିଭାଗ
ସଦସ୍ୟ
ଶାସନ ସଚିବ , ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ
ସଦସ୍ୟ
ଶାସନ ସଚିବ , ଶକ୍ତି ବିଭାଗ
ସଦସ୍ୟ
ଶାସନ ସଚିବ , ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି. ବିଭାଗ
ସଦସ୍ୟ
ଅଧ୍ୟକ୍ଷ , ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର
ସଦସ୍ୟ
ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ,
ସଦସ୍ୟ
ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ , ଓଡିଶା
ସଦସ୍ୟ
ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ , ଓସେପା
ସଦସ୍ୟ
ଅଧ୍ୟକ୍ଷ , ମାଧ୍ୟମିକ ଶିକ୍ଷା ବୋର୍ଡ଼, କଟକ, ଓଡ଼ିଶା
ସଦସ୍ୟ
ନିର୍ଦ୍ଦେଶକ , ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ, ଓଡ଼ିଶା
ସଦସ୍ୟ
ନିର୍ଦ୍ଦେଶକ , ଏସ୍.ଟି. ଓ ଏସ୍.ସି. ବିକାଶ ବିଭାଗ
ସଦସ୍ୟ
ନିର୍ଦ୍ଦେଶକ , ଉଚ୍ଚ ମାଧ୍ୟମିକ ଶିକ୍ଷା, ଓଡ଼ିଶା
ସଦସ୍ୟ
ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ , ଓ.ଏ.ଭି.ଏସ୍.
ସଦସ୍ୟ
ଦୁଇ ଜିଲ୍ଲାର ଦୁଇ ଜଣ ଡି.ଇ.ଓ. (ସରକାରଙ୍କ ନିର୍ଦ୍ଦେଶମତେ ଏବଂ ପର୍ଯ୍ୟାୟ କ୍ରମରେ) ,
ସଦସ୍ୟ
ସଂଗଠନର ନିୟନ୍ତ୍ରଣାଧୀନ କୌଣସି ମଡେଲ ସ୍କୁଲ (ଓଡ଼ିଶା ଆଦର୍ଶ ବିଦ୍ୟାଳୟ)ର ଅଧ୍ୟକ୍ଷ (ସରକାରଙ୍କ ନିର୍ଦ୍ଦେଶମତେ ଏବଂ ପର୍ଯ୍ୟାୟ କ୍ରମରେ) ,
ସଦସ୍ୟ
ଶାସନ ସଚିବ , ପୂର୍ତ୍ତ ବିଭାଗ
ସଦସ୍ୟ
ତିନିଜଣ ବିଶିଷ୍ଟ ଶିକ୍ଷାବିତ୍ (ସରକାରଙ୍କ ନିର୍ଦ୍ଦେଶମତେ ଏବଂ ପର୍ଯ୍ୟାୟ କ୍ରମରେ) ,
ସଦସ୍ୟ
ଉପାୟୁକ୍ତ , କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର
ସଦସ୍ୟ
ଉପ-ସଚିବ , ସି.ବି.ଏସ୍.ଇ., ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର
ସଦସ୍ୟ